المدة الزمنية 5:3

Kacha Kanthara E Pakhe Mun | | Subarna Sita | | Lyrical Karaoke

بواسطة Soulful Aryan
3 972 مشاهدة
0
121
تم نشره في 2021/07/21

You can comment me to make karaoke of your favorite song.💌 I can make it for you if possible.🎶 This service is completely free.🤩 If you liked my #karaoke then like, comment, share and subscribe my channel. Join with me on Smule #SingWithAryan #SoulfulAryan #OdiaKaraoke My Smule id : https://www.smule.com/9_Aryan Lyrics Of This Song: କାଚ କାନ୍ଥର ଏ ପାଖେ ମୁଁ ସେ ପାଖେ ଜୀବନ ସେ ପାଖେ ଜୀବନ ଏ ପାଖରେ ଝୁରେ ବରଷା ସେ ପାଖେ ଫଗୁଣ ସେ ପାଖେ ଫଗୁଣ ସେ ପାଖରେ ହସେ ନୀଳ ବନଭୂଇଁ କଳି ପାଶେ ଆସେ ଅଳି 🎵🎶Music 🎵🎶 ସେପାଖରେ ହସେ ନୀଳ ବନଭୂଇଁ କଳି ପାଶେ ଆସେ ଅଳି ଏପାଖରେ ମୁହିଁ ହସେ ଯାତନର ଯଉଘରେ ଜଳି ଜଳି ଏପାଖରେ ବହେ କାଳ ବଇଶାଖୀ ଶିରିହୀନ ଯଉବନ କାଚ କାନ୍ଥର ଏ ପାଖେ ମୁଁ ସେ ପାଖେ ଜୀବନ ସେ ପାଖେ ଜୀବନ ଏ ପାଖରେ ଝୁରେ ବରଷା ସେ ପାଖେ ଫଗୁଣ ସେ ପାଖେ ଫଗୁଣ ସେ ପାଖରେ ସୁନା ଝିଲିମିଲି ଖରା ଛାଇ ଆଲୁଅର ଖେଳ 🎵🎶Music 🎵🎶 ସେ ପାଖରେ ସୁନା ଝିଲିମିଲି ଖରା ଛାଇ ଆଲୁଅର ଖେଳ ଏ ପାଖରେ ଲୁହ ନଈ ଯାଏ ବହି ବୁକୁଫଟା ହାହାକାର ଚାହିଁ ବସେ କେବେ ଆସିବ ମରଣ ଆସିବ ମୋ ଶେଷ ଦିନ କାଚ କାନ୍ଥର ଏ ପାଖେ ମୁଁ ସେ ପାଖେ ଜୀବନ ସେ ପାଖେ ଜୀବନ ଏ ପାଖରେ ଝୁରେ ବରଷା ସେ ପାଖେ ଫଗୁଣ ସେ ପାଖେ ଫଗୁଣ Odia Karaoke Odia Track Karaoke Track High Quality Track High Quality Karaoke HQ Track HQ Karaoke HD Track HD Karaoke Soulful Aryan Odia High Quality Track Odia HQ Track Odia High Quality Karaoke Odia HQ Karaoke Odia Song Karaoke Odia Song Track Odia Soundtrack Odia Lyrics Lyrical Lyrical Track Lyrical Karaoke Odia Karaokes Odia Tracks Karaokes Tracks High Quality Tracks High Quality Karaokes HQ Tracks HQ Karaokes HD Tracks HD Karaokes Odia High Quality Tracks Odia HQ Tracks Odia High Quality Karaokes Odia HQ Karaokes Odia Song Karaokes Odia Song Tracks Odia Soundtracks Lyrical Tracks Lyrical Karaokes Lyrics Video Lyrics Videos Odia Karaoke With Lyrics

الفئة

عرض المزيد

تعليقات - 4