المدة الزمنية 2:11

Father's Day New Shayaries / Odia Shayari on Father for Whatsapp status / Maheswar Kabi Kabita

بواسطة JITU BHAI COACHING
5 057 مشاهدة
0
124
تم نشره في 2020/06/22

Welcome to my channel. To support my work subscribe my channel and you get new odia love shayari , odia poems , odia kabita. ତୁମ ବିନା ସାରା ଦୁନିଆ ଅନ୍ଧାର, ଆଣିଛ ଖେଳନା ଅନେକ ପ୍ରକାର, ତୁମ ପାଇଁ ରୁଟି ପାଏ ମୋ ଉଦର, ହସି ଉଠେ ଆମ ସୁନା ପରିବାର,                     ବାପା ଥିଲେ ଘର ସରଗପୁର,,,, ହାତ ଧରି ଦେଖାଇଲ ଏ ସଂସାର, ହୃଦୟ ତୁମର ଅତୀବ ସୁନ୍ଦର, ବାପା ତୁମେ ମୋର ଜୀବନ୍ତ ଠାକୁର, ମନରେ ମୁ ପୂଜା କରୁଛି ତୁମର,                      ବାପା ଥିଲେ ଘର ସରଗପୁର,,,, ତୁମର ଆୟୁଷ ବଢାନ୍ତୁ ଇଶ୍ବର, ସବୁଦିନ ରହିଥାଅ ସାଥେ ମୋର, ଲୋଡା ନାହିଁ ହୀରା , ମାଣିକ ସମ୍ଭାର,  ବାପାଙ୍କୁ ମୋର ଖୁସି ଦିଅ ଇଶ୍ବର,                     ବାପା ଥିଲେ ଘର ସରଗପୁର,,,, କରିଛ ଆଖିରେ ଶାଶନ ତୁମର, ମନ ତୁମର ସେନେହର ଭଣ୍ଡାର, ସୁଜି ପାରିବିନି କରଜ ତୁମର, ତୁମ ପାଇଁ ବନ୍ଧକ ଜୀବନ ମୋର,                   ବାପା ଥିଲେ ଘର ସରଗପୁର,,,, ସାଇକେଲରେ ନେଇଛ ବହୁ ଦୂର, କାନ୍ଧରେ ବସି  ଦେଖେ ପରବ ଗାଁର, ସହିଅଛ ଅନେକ ଦୁଷ୍ଟାମି ମୋର, ବାପା ତୁମେ ସବୁଠାରୁ ଆପଣାର,                       ବାପା ଥିଲେ ଘର ସରଗପୁର,,,, ସରଗଠୁ ବଡ ତୁମର ସଂସ୍କାର , ଭୁଲିବିନି ଥିବା ଯାଏ ଜୀବନ ମୋର,                     ବାପା ଥିଲେ ଘର ସରଗପୁର,,,, Background music credit:- myuu Music provide by music for creator :- /watch/0fBLX88s9RDsL      Odia shayari is the part of the odia Literture and odia kabita. You can feel happiness in reading of odia shayari and odia kabita.         Now in our lockdown period , in our every house have only one television for our entertainments. So every different member want to watch different channel of our television. So you can enjoy to watch our odia shayari , kabita and many more. Make your own poem to wish someone Call now 📞☎️📲:- 8917237528       ଆପଣଙ୍କ ହୃଦୟର ଭାଷାକୁ କବିତାରେ ପ୍ରକାଶ କରି ପ୍ରିୟଜନଙ୍କୁ ଶୁଭେଚ୍ଛା ଦିଅନ୍ତୁ।  Whatsapp:- 9777719416 contact:- 8917237528                     ଆମେ ଆପଣଙ୍କ ପାଇ ସମ୍ପୂର୍ଣ୍ଣ ରୂପେ ନୂଆ କବିତା , ଆପଣଙ୍କ ଶୁଭେଚ୍ଛା ପତ୍ର ପାଇ ପ୍ରସ୍ତୁତ କରିବୁ। ଏବେ ହିଁ ଫୋନ ଉଠାନ୍ତୁ ଓ ଆପଣଙ୍କ ଶୁଭେଚ୍ଛା ପତ୍ର ପାଇ ଆମକୁ ଜଣାନ୍ତୁ। ଆମେ ସର୍ବନିମ୍ନ ମୂଲ୍ଯରେ ଆପଣଙ୍କ ଶୁଭେଚ୍ଛା ପତ୍ର ପ୍ରସ୍ତୁତ କରିବାର ଆଶା ଦେଉଛୁ। ଧନ୍ଯବାଦ୍ Maheswar Kabi Kabita ( MKK ) & our official sites / blog:- https://odiashayarimaheswarkabi.blogspot.com #odiashayari #father'sday_special #bapa_odiakabita #bapa # father #father'sday  #pita #dad #my_dad_my_hero

الفئة

عرض المزيد

تعليقات - 4